28.1 C
Bhubaneswar
Saturday, July 27, 2024
Homeଓଡିଶାରେଞ୍ଜରଙ୍କୁ ଦଳିଦେଲା ଦନ୍ତା

ରେଞ୍ଜରଙ୍କୁ ଦଳିଦେଲା ଦନ୍ତା

ଭୁବନେଶ୍ୱର: ରେଞ୍ଜରଙ୍କୁ ଦଳିଦେଲା ହାତୀ ଆଉ ଏବେ ଅବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ରହିଥିବା ସୂଚନା ରହିଛି । ନର୍ଲା ରେଞ୍ଜ ରତନପୁର ଗାଁ ନିକଟରେ ରେଞ୍ଜରଙ୍କ ଆକ୍ରମଣ କଲା ଦନ୍ତା । ରାତିରେ ଦନ୍ତା ହାତୀ ଗାଁରେ ପଶିଥିବା ଲୋକେ ଜଣାଇଥିଲେ । ଘଉଡେଇବାକୁ ରେଞ୍ଜର ଉଦ୍ୟମ କଲା ବେଳେ ଆକ୍ରମଣର ଶିକାର ହୋଇଥିବା ଖବର କ୍ମ୍‌ାକୁ ଆସିଛି ।

ପ୍ରେମିକାକୁ ବାହା ହେବା ଲାଗି ୪୭ ବର୍ଷରେ ଲିଙ୍ଗ ପରିବର୍ତ୍ତନ କଲେ କିନ୍ନର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking