27.1 C
Bhubaneswar
Friday, June 6, 2025
Homeବ୍ରେକୀଙ୍ଗଅବହେଳିତ ଅବସ୍ଥାରେ ଦଧି ବାମନଜୀଉ ମନ୍ଦିର

ଅବହେଳିତ ଅବସ୍ଥାରେ ଦଧି ବାମନଜୀଉ ମନ୍ଦିର

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଚୋଉଦ କୁଲାଟରେ ଥିବା ଦଧିବାମନଜୀଉ ମନ୍ଦିର ପାଞ୍ଚଶହ ବର୍ଷ ପୂବର୍ରୁ ପ୍ରତିଷ୍ଠା ହୋଇଥିଲେ ବି ଏବେ ଅବହେଳିତ ଅବସ୍ଥାରେ ଥିବା ଅଭିଯୋଗ ହେଉଛି। ମନ୍ଦିରର ଉନ୍ନତି ଓ ପରିଚାଳନା ପାଇଁ କୌଣସି ସରକାରୀ ଅନୁଦାନ ମିଳୁନଥିବା ପରିଚାଳନା କମିଟି ସଦସ୍ୟ କହୁଛନ୍ତି। ପରମ୍ପରା ଅନୁସାରେ ବିଭିନ୍ନ ପର୍ବ ପର୍ବାଣି ସହ ମନ୍ଦିର ତରଫରୁ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୁଏ। କିନ୍ତୁ ରଥ ନିର୍ମାଣ ପାଇଁ ରଥ କାଠର ଅଭାବ ହେଉଛି। ରଥକାଠ ପାଇଁ ସରକାର ପନ୍ଦର ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ହେଲେ ରଥକାଠ ଆଣିବା ପାଇଁ ଅଢେଇ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ସଂସ୍କୃତି ବିଭାଗ ଏହି ଅଢେଇ ଲକ୍ଷ ଟଙ୍କା ସହ ମନ୍ଦିରର ଉନ୍ନତି ଓ ପରିଚାଳନା ପାଇଁ ଅଧିକ ଅନୁଦାନ ପ୍ରଦାନ କରିବାକୁ ସ୍ଥାନୀୟ ଲୋକୋ ମାନେ ମନ୍ଦିର ପରିଚାଳନା ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking