38.1 C
Bhubaneswar
Friday, May 3, 2024
Homeଦେଶ ବିଦେଶସାମୁଦ୍ରିକ ଝଡ ‘ଗୁଲାବ’ କୁ ନେଇ ଗୁଜୁରାଟ ସମେତ ଏହି ରାଜ୍ୟକୁ ସତର୍କ ସୂଚନା

ସାମୁଦ୍ରିକ ଝଡ ‘ଗୁଲାବ’ କୁ ନେଇ ଗୁଜୁରାଟ ସମେତ ଏହି ରାଜ୍ୟକୁ ସତର୍କ ସୂଚନା

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ସାମୁଦ୍ରିକ ଝଡ ଗୁଲାବକୁ ନେଇ ଆଲର୍ଟ ଜାରି କରିଛି । ଏବଂ ଏହା ପୁଣି ଥରେ ମଜଭୂତ ହେବାର ସମ୍ଭାବନା ରହିଛି । ଏହାର ବାକି ଭାଗରେ ୩୦ ସେପ୍ଟେମ୍ବର ଆରବ ସାଗରରେ ପ୍ରବେଶ କରି ଆହୁରି ଦୃଢ ହୋଇ ଏହି ଝଡ ବାତ୍ୟା ର ରୂପ ନେବା ପରେ ପାକିସ୍ତାନ ଆଡକୁ ମୁହାଁଇବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଗୁଲାବ ଝଡ କୁ ନେଇ ଗୁଜୁରାଟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କହିଛି । ସାମୁଦ୍ରିକ ଝଡ ଗୁଲାବର ପ୍ରଭାବ ଗୁଜୁରାଟ ଉପରେ ପଡିଛି । ଅନେକ ଅଂଚଳରେ ବର୍ଷା ହେଉଛି । ରାଜକୋଟ ଓ ବଡୋଦରାରେ ପ୍ରବଳ ବର୍ଷା ପାଇଁ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି ।  ସେହିପରି ମହାରାଷ୍ଟ୍ର, ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହେଉଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking