37.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶରାଜଧାନୀରେ କାଲିଠୁ ଦେଢମାସ ବନ୍ଦ ରହିବ ମଦ ଦୋକାନ

ରାଜଧାନୀରେ କାଲିଠୁ ଦେଢମାସ ବନ୍ଦ ରହିବ ମଦ ଦୋକାନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମଦ ଓ ବିଅର ପିଉଥିବା ଲୋକଙ୍କୁ କାଲିଠୁ ଏନେଇ ସମସ୍ୟା ଭୋଗିବାକୁ ପଡିପାରେ । କେଜ୍ରିୱାଲ ସରକାରଙ୍କ ନୂଆ ଅବକାରୀ ନିତୀ ହିସାବରେ ଅକ୍ଟୋବରରୁ ଘରୋଇ ମଦ ଦୋକାନ ବନ୍ଦ ହୋଇଯିବ । ୧୪ ନଭେମ୍ବରରୁ ଦିଲ୍ଲୀରେ ମଦ ବିକ୍ରି ପୁଣି ଆରମ୍ଭ ହେବ । ଆଦେଶ ଅନୁସାରେ, ୧ ଅକ୍ଟୋବରରୁ ୧୬ ନଭେମ୍ବର ମଧ୍ୟରେ ଘରୋଇ ମଦ ଦୋକାନ ବନ୍ଦ ରହିବ । ଯାହାଦ୍ୱାରା ନୂଆ ଅବକାରୀ ବ୍ୟବସ୍ଥାକୁ ସୁଚାରୁରୂପେ ଲାଗୁ କରାଯାଇପାରିବ । ଦିଲ୍ଲୀ ସରକାର ଏହି ନିଷ୍ପତି ପରେ ଘରୋଇ ମଦ ଦୋକାନ ମଦର ନୂଆ ଷ୍ଟକ ମାଗୁ ନାହାନ୍ତି । ବାକି ଥିବା ମଦ ବି ଏବେ ଦୃତମାତ୍ରାରେ ବିକ୍ରି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking