27.1 C
Bhubaneswar
Wednesday, June 26, 2024
Homeଓଡିଶାଘୂର୍ଣି ଝଡ ଓ ବ୍ରଜପାତ ୩ ମୃତ ; କୋରେଇ ସୁକିନ୍ଦା ଅଞ୍ଚଳରେ ବ୍ୟାପକ କ୍ଷତି

ଘୂର୍ଣି ଝଡ ଓ ବ୍ରଜପାତ ୩ ମୃତ ; କୋରେଇ ସୁକିନ୍ଦା ଅଞ୍ଚଳରେ ବ୍ୟାପକ କ୍ଷତି

ଯାଜପୁର : ଯାଜପୁର ଜିଲ୍ଲାର କୋରାଇ ସୁକିନ୍ଦା ଓ ବ୍ୟାସନଗର ପୌର ପରିଷଦର ଅଞ୍ଚଳ ରେ ଘୁର୍ଣି ଝଡ ତାଣ୍ଡବ ରଚିଛି.ଓ ବ୍ରଜ ପାତ ରେ 3ଜଣ ଙ୍କ ମୃତ୍ୟୁ ହୋଇଛି ଦୁଇ ଜଣ ଙ୍କ ମୃତ୍ୟୁ କୋରାଇ ବ୍ଲକର ମଙ୍ଗଳ ପୁର ଗ୍ରାମର ହୋଇ ଥିଲା ବେଳେ ଜଣଙ୍କ ସୁକିନ୍ଦା ବ୍ଲକର ବୋଲି ଜଣା ପଡିଛି l ବଡ଼ ବଡ଼ ଗଛ ମାନ ଉପୁଡ଼ି ପଡ଼ିଛି l ଅନେକ କଚ୍ଚା ଘର ଭାଙ୍ଗି ଯାଇଛି ବିଦ୍ୟୁତ୍ ଖୁଣ୍ଟ ଉପlଡ଼ି ପଡିଛି ତାର ଛିଣ୍ଡି ଯିବାରୁ ବିଦ୍ୟୁତ୍ ସରବରାହ 36ଘଣ୍ଟା ଧରି ଠପ ହୋଇ ପଡ଼ିଛି ବ୍ୟାସ ନଗର ପୌରା ଅଞ୍ଚଳ ରେ ବିଦ୍ୟୁତ୍ ସରବରାହ ବନ୍ଦ ହେବା ଯୋଗୁଁ ପାନୀୟ ଜଳର ଉତ୍କଟ ଅଭାବ ଦେଖା ଦେଇଛି ଟାଟା ପାୱାର  ପକ୍ଷ ରୁ ମରାମତି ବିଳମ୍ବ କାରା ଯାଇଚି ବିଦ୍ୟୁତ ବିଲ୍ ଜୁଲମ କରି ଆଦାୟ କାରା ଯାଉଚି ବିଦ୍ୟୁତ୍ ସେବା ଯୋଗାଇବାରେ ବିଫଳ ହେଉଚି l ଟାଟା ପାୱାର କର୍ମଚାରୀ ଆବଶ୍ୟକ ଅନୁସାରେ ନିଯୁକ୍ତି ଦେଉ ନ ଥିବାରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେଉଚି ଏ ସଂପର୍କ ରେ ଅଭିଯୋଗ କଲେ ସୁ ଫଳ ମିଳୁ ନାହିଁ ଅଦ୍ୟl ବଧୀ ଯାଜପୁର ରୋଡ ସହର ଧବଳ ଗିରି ଅଂଚଳ ରେ ବିଦ୍ୟୁତ ସେବା ଯୋଗାଇ ଦିଆ ର ସମ୍ଭବ ପର ହୋଇ ନାହିଁ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking