32.1 C
Bhubaneswar
Monday, May 20, 2024
Homeଓଡିଶା୧୦୨ ବ୍ଲକରେ ଫସଲ ପ୍ରଭାବିତ

୧୦୨ ବ୍ଲକରେ ଫସଲ ପ୍ରଭାବିତ

ଭୁବନେଶ୍ୱର: ରାଜ୍ୟରେ ଅନାବୃଷ୍ଟି ଯୋଗୁଁ ୧୦୨ଟି ବ୍ଲକର ଫସଲ ପ୍ରଭାବିତ ହୋଇଛି । ସ୍ୱଳ୍ପବୃଷ୍ଟି ନେଇ ମୋଲନ ଆଲୋଚନାରେ ରାଜସ୍ୱ ମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି ଯେ,  ସ୍ୱଳ୍ପବୃଷ୍ଟି ପାଇଁ ଫସଲ ଅବସ୍ଥା ଚିନ୍ତାଜନକ ରହିଛି । ସରକାର ଦୃଷ୍ଟି ରଖିଛନ୍ତି । ମରୁଡି ସଂକ୍ରାନ୍ତୀୟ ନିୟମ ଅନୁଯାୟୀ ସରକାର ପଦକ୍ଷେପ ନେବେ । ଫସଲ କ୍ଷତି ନେଇ ୧୫ ଜିଲ୍ଲାର ନୋଡାଲ ଅଧିକାରୀ ରିପୋର୍ଟ ଦେଇଛନ୍ତି । ଯେଉଁଠି ଫସଲ ନଷ୍ଟ ହୋଇଛି, ଦ୍ୱିତୀୟ ଫସଲ ପାଇଁ କିଟ ଦିଆଯାଉଛି । ଜଳସେଚନର ବ୍ୟବସ୍ଥା ଥିଲେ ଜଳସେଚନ କରାଯାଉଛି ।

 

୧୦ ବର୍ଷରେ ମୁଣ୍ଡପିଛା ଋଣ ଭାର ୨ ଗୁଣାରୁ ଅଧିକ ବଢିଛି: ଅର୍ଥମନ୍ତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking