28.1 C
Bhubaneswar
Friday, July 11, 2025
Homeଓଡିଶାଦରକାର ପଡ଼ିଲେ କ୍ରାଇମବ୍ରାଞ୍ଚ କରିବ ତଦନ୍ତ: ଡିଜିପି

ଦରକାର ପଡ଼ିଲେ କ୍ରାଇମବ୍ରାଞ୍ଚ କରିବ ତଦନ୍ତ: ଡିଜିପି

ଭୁବନେଶ୍ୱର: ପାରଦୀପରେ ରୁଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ଓଡ଼ିଶା ପୁଲିସ ତତ୍ପରତା ଦେଖାଇଛି । ମାମଲାରେ ଡିଜିପି ସୁନିଲ ବଂଶଲ ପ୍ରତିକ୍ରିୟା ରଖିଛନ୍ତି । ଡିଜିପି କହିଛନ୍ତି, ରୁଷୀୟ ନାଗରିକଙ୍କ ମୃତ୍ୟୁକୁ ନେଇ ପୋର୍ଟ କର୍ତ୍ତୃପକ୍ଷ ସ୍ଥାନୀୟ ପୁଲିସକୁ ଜଣାଇଛନ୍ତି । ପୁଲିସ ଏନେଇ ଖବର ପାଇବା ପରେ ପାରାଦୀପ ପୋର୍ଟ ଆଙ୍କରାଜରେ ଥିବା ଜାହାଜରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତ ରୁଷୀୟ ନାଗରିକ ଜାହାଜର ମୁଖ୍ୟ ଇଞ୍ଜିନିୟର ଥିଲେ । ମୃତ ଚିଫ୍‌ ଇଞ୍ଜିନିୟରଙ୍କ ନାଁ ସର୍ଗେଲ ମିଲାକୋଉ ବୋଲି ସୂଚନା ମିଳିଛି । ଦରକାର ପଡ଼ିଲେ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking