28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗ୨୪ ଘଣ୍ଟାରେ ଚିହ୍ନଟ ହେଲ ୩୯୩ କରୋନା ରୋଗୀ, ଆଖି ବୁଜିଲେ ୫

୨୪ ଘଣ୍ଟାରେ ଚିହ୍ନଟ ହେଲ ୩୯୩ କରୋନା ରୋଗୀ, ଆଖି ବୁଜିଲେ ୫

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭ ଜିଲ୍ଲାରୁ ୩୯୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୩୯୩ ରୋଗୀ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୧୬୫ ରହିଛି। ସେହିପରି ଦିନକରେ ୫ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଆଜି ଅନୁଗୁଳରେ ସର୍ବାଧିକ ୪୭ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୪୪ ଓ  ଖୋର୍ଦ୍ଧାରୁ ୩୯ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୩୭୫୭ ଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୧୮୬୮୩। ବର୍ତ୍ତମାନ ୩୨୧୪ ଆକ୍ଟିଭ କେସ ଅଛି  ।

ସେହିପରି ଆଜି ମୟୂରଭଞ୍ଜରୁ ୨ ଜଣ ରୋଗୀ ଆଖି ବୁଜିଥିବାବେଳେ ଭୁବନେଶ୍ୱର, ଖୋର୍ଦ୍ଧା, ସୁନ୍ଦରଗଡରୁ ଜଣେ ଲେଖାଏ ରୋଗୀ ଆଖି ବୁଜିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking