27.1 C
Bhubaneswar
Monday, August 8, 2022
Homeଦେଶ ବିଦେଶସନ୍ତାନ ପ୍ରାପ୍ତି ପାଇଁ ଏହି ମନ୍ଦିରକୁ ଯାଇଥାନ୍ତି ଦମ୍ପତି, ଭଗବାନଙ୍କ ପ୍ରସାଦ ରୂପେ ଅର୍ପଣ କରାଯାଇଥାଏ...

ସନ୍ତାନ ପ୍ରାପ୍ତି ପାଇଁ ଏହି ମନ୍ଦିରକୁ ଯାଇଥାନ୍ତି ଦମ୍ପତି, ଭଗବାନଙ୍କ ପ୍ରସାଦ ରୂପେ ଅର୍ପଣ କରାଯାଇଥାଏ ଲେମ୍ବୁ

ତାମିଲନାଡ଼ୁ  : ସବୁ ଦମ୍ପତି ସନ୍ତାନ ସୁଖ ଚାହାଁନ୍ତି । କିନ୍ତୁ କୌଣସି  କାରଣବଶତଃ ସମସ୍ତଙ୍କ ଭାଗ୍ୟରେ ଏହା ଜୁଟି ନଥାଏ । ଯଦି ଆପଣ ସନ୍ତାନ ସୁଖରୁ ବଞ୍ଚିତ ତେବେ ତାମିଲନାଡ଼ୁର ଇଦ୍ୟୁମ୍ବନ ମନ୍ଦିର ଦର୍ଶନ କଲେ ଶୁଭଫଳ ମିଳେ ବୋଲି ମାନ୍ୟତା ରହିଛି । ଯେଉଁ ମହିଳା ଏଠାକୁ ସନ୍ତାନ ପ୍ରାପ୍ତି ପାଇଁ ଆସନ୍ତି ତାଙ୍କ ଇଚ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।ଏଠାରେ ଭଗବାନଙ୍କୁ ପ୍ରସାଦ ଭାବେ ଲେମ୍ବୁ ଚଢ଼ାଯାଏ। ପରେ ଯେଉଁ ଦମ୍ପତି ସନ୍ତାନ ପ୍ରାପ୍ତି ପାଇଁ ଏହି ମନ୍ଦିରକୁ ଯାଆନ୍ତି ଦମ୍ପତି ନିଃସନ୍ତାନ ଥାନ୍ତି ତାଙ୍କୁ ଏହା ଖାଇବାକୁ
ଦିଆଯାଏ ।

ଫଳରେ କିଛିଦିନ ପରେ ସୋମାନଙ୍କୁ ଘରକୁ ଖୁସି ଖବର ଆସିଥାଏ ବୋଲି ବିଶ୍ୱାସ ଅଛି । ଏହି ମନ୍ଦିରରେ ଲେମ୍ବୁ ନିଲାମ ରଖାଯାଏ । ମନ୍ଦିରର ଏଭଳିବିଶେଷତ୍ତ୍ୱ ଜାଣି ଦେଶରୁ ବିଭିନ୍ନ ସ୍ଥାନରୁ ଲୋକେ ଏଠାକୁ ବୁଲିବାକୁ ଆସନ୍ତି । ବର୍ଷକେ ଥରେ ମନ୍ଦିରରେ ଏକ ମେଳାର ଆୟୋଜନ କରାଯାଏ। ଏହା ୯ ଦିନ ବ୍ୟାପି ଚାଲିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking