ଭୁବନେଶ୍ୱର: ନିଳାଦ୍ରୀ ବିଜେ ପରେ ଗଣତି ମଣତି । ନିଳାଦ୍ରୀ ବିଜେପି ପରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି । ଏନେଇ ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ଆଗକୁ ସ୍ନାନ ଯାତ୍ରା ଓ ଘୋଷ ଯାତ୍ରା ଥିବାରୁ ଗଣତି ପ୍ରକ୍ରିୟା ସ୍ଥଗିତ ରହିବ । ନିଳାଦ୍ରୀ ବିଜେ ପରେ କେଉଁ ତିଥିରେ ଆରମ୍ଭ ହେବ ସରକାରଙ୍କୁ ସୂଚନା ଦେବୁ । ଏସଓପିରେ କିଛିଟା ପରିବର୍ତ୍ତନ ହେବା ଆବଶ୍ୟକ ।










