29.1 C
Bhubaneswar
Saturday, April 27, 2024
HomeUncategorizedପାରାଦୀପରେ ଦୁଇ କରୋନା ସନ୍ଦିଗ୍ଧ

ପାରାଦୀପରେ ଦୁଇ କରୋନା ସନ୍ଦିଗ୍ଧ

ପାରାଦୀପ: ସମଗ୍ର ବିଶ୍ୱରେ ତାଣ୍ଡବ ରଚିଥିବା ଆତ୍ମଘାତୀ କରୋନା ଏବେ ଭାରତରେ । ସିଙ୍ଗାପୁରରୁ ପାରାଦୀପ ଆସିଥିବା ଏକ ଜାହାଜରେ ଦୁଇ କରୋନା ସନ୍ଦିଗ୍ଧ ରହିଥିବା ସୂଚନା ମିଳିଛି । ସେମାନେ ଉଭୟ ଭାରତୀୟ ବୋଲି ଜଣାପଡିଛି । ଉକ୍ତ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ହୋଇଥିବା ବେଳେ ଉକ୍ତ ଜାହାଜର କର୍ମଚାରୀ ମଧ୍ୟ । ତେବେ ବନ୍ଦରରେ ଜାହାଜ ଲାଗିବା ପରେ ତାଙ୍କ ଠାରେ କୋରୋନା ଭାଇରସରେ ଆକ୍ରାନ୍ତର କିଛି ଲକ୍ଷଣ ପରିଲକ୍ଷିତ ହୋଇଥିଲା । ପରେ ସେମାନଙ୍କୁ ଏବେ କଟକ ପଠାଇବା ପାଇଁ ବ୍ୟବସ୍ଥା ହେଉଥିବା ବେଳେ ଏକ ଡାକ୍ତରୀ ଟିମ୍ ସେଠାରେ ପହଂଚି ପରୀକ୍ଷା ନିରୀକ୍ଷା ଜାରି ରଖିଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking