28.1 C
Bhubaneswar
Saturday, April 20, 2024
Homeକରୋନା୨୪ ଘଣ୍ଟାରେ ୫୦ହଜାର ଆକ୍ରାନ୍ତ ଓ ୭୦୪ ମୃତ

୨୪ ଘଣ୍ଟାରେ ୫୦ହଜାର ଆକ୍ରାନ୍ତ ଓ ୭୦୪ ମୃତ

ନୁଆଦିଲ୍ଲୀ: ଦେଶରେ କୋରନାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର୨୦୯ ହେଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭୦୪ରେ ପହଞ୍ଚିଛି । ଏହାସହ ମୋଟ ଅକ୍ରନ୍ତଙ୍କ ସଂଖ୍ୟା ୫ଲକ୍ଷ ୯୬୨ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୭୭ ଲକ୍ଷ ୧୧ହଜାର ୮୦୯ ଜଣ । ଏ ନେଇ କେନ୍ଦ୍ର ଓ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking