29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଭାରତକୁ ମାଳଦ୍ୱୀପ ସରକାରଙ୍କ ନିର୍ଦ୍ଦେଶ; ।ମରିକ ପ୍ରତିଷ୍ଠାନ ତୁରନ୍ତ ହଟାଅ

ଭାରତକୁ ମାଳଦ୍ୱୀପ ସରକାରଙ୍କ ନିର୍ଦ୍ଦେଶ; ।ମରିକ ପ୍ରତିଷ୍ଠାନ ତୁରନ୍ତ ହଟାଅ

ମାଲେ:  କ୍ଷମତା ଅକ୍ତିଆର କରିବାର ମାତ୍ର ଦିନକ ପରେ ମାଳଦ୍ୱୀପର ନବନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ପ୍ରତି ପ୍ରତିକୂଳ ମନୋଭାବ ପୋଷଣ କରିଥିବା ଜଣାପଡିଛି । ମାଳଦ୍ୱୀପରେ ଥିବା ସାମରିକ ପ୍ରତିଷ୍ଠାନଗୁଡିକୁ ତୁରନ୍ତ ହଟାଇଦେବାକୁ ମୁଇଜୁ ଶନିବାର ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଶନିବାର ଭାରତର କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ମାଳଦ୍ୱୀପ ଗସ୍ତରେ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଥିବାବେଳେ ମୁଇଜୁ ଏଭଳି ନିର୍ଦ୍ଦେଶ ଦେଇଥିବା ପ୍ରକାଶ । ବର୍ତ୍ତମାନ ମାଳଦ୍ୱୀପରେ ୭୦ ଭାରତୀୟ ସୈନ୍ୟଙ୍କ ସମେତ କେତେକ ଶକ୍ତିଶାଳୀ ରେଡାର ଓ ସର୍ଭିଲାନ୍ସ ଏୟାରକ୍ରାଫ୍ଟ ମଧ୍ୟ ମୁତୟନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking