ଭୁବନେଶ୍ୱର: କଂଗ୍ରେସ କରିବ ସଂକଳ୍ପ ପଦଯାତ୍ରା । ୧୮ରୁ ସଂକଳ୍ପ ପଦଯାତ୍ରା କରିବ କଂଗ୍ରେସ । ଭୁବନେଶ୍ୱରରୁ ଆରମ୍ଭ ହେବ ପଦଯାତ୍ରା । ବିମାନବନ୍ଦରରୁ ଲିଙ୍ଗିପୁର ଓ ଲିଙ୍ଗିପୁରରୁ ପିପିଲି ଯାଏଁ ପଦଯାତ୍ରା ହେବ ।