ଭୁବନେଶ୍ୱର : କଂଗ୍ରେସ ବଡଧରଣର ପ୍ରତିବାଦ କରିଛନ୍ତି । ମହିଳା ଦିବସକୁ ନେଇ କଂଗ୍ରେସ ପାଳୁଛି କଳା ଦିବସ । ମୁହଁରେ କଳାପଟି ବାନ୍ଧି ମହିଳା ପ୍ରତିବାଦ କରିଛନ୍ତି । କଂଗ୍ରେସ ଭବନ ସାମ୍ନାରେ ବସି ପ୍ରତିବାଦ କରିଛନ୍ତି । ମହିଳାଙ୍କ ବିରୋଧରେ ବଢୁଥିବା ହିଂସା ଓ ଶୋଷଣକୁ ନେଇ ପ୍ରତିବାଦ କରିଛନ୍ତି ।