28.1 C
Bhubaneswar
Thursday, March 28, 2024
Homeଓଡିଶାମନ୍ତ୍ରୀ, ସାସଂଦଙ୍କ ନାଁରେ ଅଭିଯୋଗ

ମନ୍ତ୍ରୀ, ସାସଂଦଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର: ମନ୍ତ୍ରୀ, ସାଂସଦଙ୍କ ନାଁରେ କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗ ହୋଇଛି । ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଓ ସମୀର ଦାଶଙ୍କ ମାଁରେ ଲିଖିତ ଅଭିଯୋଗ ହୋଇଛି । ଖାରବେଳ ନଗର ଥାନାରେ ଜଗନ୍ନାଥ ସେନା ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି । କରୋନା ଆକ୍ରାନ୍ତ ଥାଇ ମହାରଥୀଙ୍କ ଶେଷ ଦର୍ଶନରେ ସେମାନେ ସାମିଲ ଥିବା ନେଇ ଅଭିଯୋଗ କରାଯାଇଛି । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାଁରେ ଡିସିପିଙ୍କ ନିକଟରେ ମଧ୍ୟ ଫେରାଦ ହୋଇଛନ୍ତିି କିଛି କୋଭିଡ ଯୋଦ୍ଧା । ସାସଂଦ କୋଭିଡ ନିୟମ ଉଲ୍ଲଘଂନ କରୁଥିବା ଅଭିଯୋଗ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking