34.1 C
Bhubaneswar
Wednesday, May 1, 2024
Homeଓଡିଶାରମଜାନ ପାଇଁ ସିଏମସି ଗାଇଡଲାଇନ

ରମଜାନ ପାଇଁ ସିଏମସି ଗାଇଡଲାଇନ

କଟକ: ରମଜାନ ପର୍ବରେ ଗହଳି ଏଡାଇବା ପାଇଁ ସିଏମସି ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଗାଇଡଲାଇନ ଅନୁଯାୟୀ, ରମଜାନ ବେଳେ ମସଜିଦ ଭିତରେ କିମ୍ବା ବାହାରେ ଗହଳି ହେବ ନାହିଁ । ନମାଜ ବେଳେ ୧୦୦ ଜଣ କିମ୍ବା ହଲ୍ କ୍ଷମତାରେ ୫୦ ପ୍ରତିଶତ ଯାହା କମ୍ ଗ୍ରହଣୀୟ । ମସଜିଦରେ ପ୍ରବେଶ ବେଳେ ଟୋକନ ବ୍ୟବସ୍ଥା ଆପଣେଇବାକୁ ପରାମର୍ଶ ଦିଆଯାଇଛି । ସମସ୍ତଙ୍କ ପାଇଁ ଗୋଟିଏ ସ୍ଥାନରେ ଧୁଆଧୋଇ ହେବା ବାରଣ ରହିଛି । ବହୁବିଧ ରୋଗାକ୍ରାନ୍ତ ଓ ୫ ବର୍ଷରୁ କମ୍ ପିଲାଙ୍କୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ହ୍ୟାଣ୍ଡ ସାନିଟାଇଜର, ଥର୍ମାଲ ସ୍କ୍ରିନିଂ, ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ପ୍ରାର୍ଥନା ସମୟରେ ସାମାଜିକ ଦୂରତା ନିଶ୍ଚିତ ଭାବରେ ବଜାର ରଖିବାକୁ ଗାଇଡଲାଇନରେ ଉଲ୍ଲେଖ ରହିଛି । ଆଉ ଯଦି କେହି ଗାଇଡଲାଇନ ନମାନନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking