37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଅରୁଣାଚଳ ପ୍ରଦେଶର ସୀମା ଉପରେ ନଜର ରଖିଛି ଚୀନ୍

ଅରୁଣାଚଳ ପ୍ରଦେଶର ସୀମା ଉପରେ ନଜର ରଖିଛି ଚୀନ୍

ଇଟାନଗର : ଲଦାଖର ରେଜାଙ୍ଗ ଲାରେ ଅନୁପ୍ରବେଶ ଉଦ୍ୟମ ଭାରତୀୟ ସେନା ବିଫଳ କରିବାରୁ ଏବେ ଅରୁଣାଚଳ ପ୍ରଦେଶର ସୀମା ଉପରେ ନଜର ରଖିଛି ଚୀନ୍ । ଅରୁଣାଚଳ ପ୍ରଦେଶରେ ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସିରେ ଚୀନ ଏବେ ନିଜର ସୈନ୍ୟମାନଙ୍କ ପାଇଁ ବେସ୍ ନିର୍ମାଣ କରୁଛି । ଚୀନ ସୀମାରେ ପିପୁଲ୍ସ ଲିବରେସନ ଆର୍ମୀ ବା ପିଏଲଏର ଗତିବିଧିକୁ ଭାରତୀୟ ସେନା ନୋଟିସ କରୁଛି। ଅରୁଣାଚଳ ପ୍ରଦେଶର ଆସ୍ଫିଲା, ଟୁଟିଂ, ଚାଙ୍ଗ ଜ ଓ ଫିସଟେଲ-୨ର ବିପରୀତ ଚୀନ କ୍ଷେତ୍ରରେ ଚୀନର କାର୍ଯ୍ୟକଳାପ ଦେଖିବାକୁ ମିଳିଛି । ଏହି ଅଞ୍ଚଳଗୁଡିକ ଭାରତସୀମାଠାରୁ ମାତ୍ର ୨୦ କିଲୋମିଟର ଦୂରରେ ରହିଛି । ତେବେ ଚୀନର ପ୍ରତିଟି କାର୍ଯ୍ୟକଳାପର ଉଚିତ୍ ଜବାବ୍ ଦେବାକୁ ପ୍ରସ୍ତୁତ ରହିଛି ଭାରତୀୟ ସେନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking