40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଚୀନ କୁ ଆମେରିକାର ନାଲି ଆଖି, ତାଇୱାନ ଉପରେ ଆକ୍ରମଣ କରିବା ଆଗରୁ ଚୀନକୁ ଭାବିବା...

ଚୀନ କୁ ଆମେରିକାର ନାଲି ଆଖି, ତାଇୱାନ ଉପରେ ଆକ୍ରମଣ କରିବା ଆଗରୁ ଚୀନକୁ ଭାବିବା ଦରକାର

ନୂଆଦିଲ୍ଲୀ: ଚୀନ ଯଦି ତାଇୱାନ ଉପରେ ଆକ୍ରମଣ କରେ ତେବେ ତାହାର କଡା ଜବାବ୍ ଦିଆଯିବ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚୀନ କୁ କଡ୍ଡା ଭାଷାରେ ଚେତାବନୀ ଦେଇଛନ୍ତି । ଜୋ ବାଇଡେନ କହିଛନ୍ତି କି ଚୀନ ନିଆଁ ସହ ଖେଳୁଛି ।ଚୀନ ଯଦି ଭାବୁଥାଏ ବଳ ପ୍ରୟୋଗ କରି ତାଇୱାନ କୁ କବଜା କରିବ ତେବେ ତାହା ଭୁଲ ଅଟେ । ଆମେରିକା ୱାନ ଚାଇନା ପଲିସି ରେ ରାଜି ହୋଇଛି , ହସ୍ତାକ୍ଷର ମଧ୍ୟ କରିଛି କିନ୍ତୁ ଏହା ଭାବିବା ଭୁଲ ବଳ ପ୍ରୟୋଗ କରି ତାଇୱାନ କୁ ଚୀନ ନିଜ କବଜା କୁ ନେଇପାରିବ । ଜୋ ବାଇଡେନ କହିଛନ୍ତି କି ଯଦି ଚୀନ ତାଇୱାନ ଦ୍ୱୀପ ଉପରେ ଆକ୍ରମଣ କରେ ତେବେ ଆମେରିକା ତାଇୱାନ କୁ ସୈନ୍ୟ ସହଯୋଗ କରିବ । ଏକ ଚୀନ ନୀତି ଅନୁସାରେ ଆମେରିକା ବେଜିଂ କୁ ଚୀନ ସରକାର ର ମାନ୍ୟତା ଦେଇଛି କିନ୍ତୁ ତାଇୱାନ ସହ କୂଟନୈତିକ ସମ୍ବନ୍ଧ ନାହିଁ । ଚୀନ ର ତାଇୱାନ ସହ ଅନୈାପଚାରିକ ସମ୍ପର୍କ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking