32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଚୀନ୍‌: କୋଇଲା ଖଣି ଦୁର୍ଘଟଣାରେ ୧୧ ମୃତ

ଚୀନ୍‌: କୋଇଲା ଖଣି ଦୁର୍ଘଟଣାରେ ୧୧ ମୃତ

ବେଜିଂ : ଚୀନ୍‌ର ହେଇଲଙ୍ଗ୍‌ଜିଆଙ୍ଗ୍ ପ୍ରଦେଶରେ ଥିବା ଏକ କୋଇଲା ଖଣିରେ ମଙ୍ଗଳବାର ଦୁର୍ଘଟଣା ଘଟି ୧୧ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାର କାରଣ ଜଣାପଡିନଥିଲେ ସୁଦ୍ଧା ରକ୍ଷଣା ବେକ୍ଷଣ ଅଭାବ ଯୋଗୁଁ ଏହା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଚୀନ୍‌ରେ ଅଧିକାଂଶ କୋଇଲା ଖଣି ବେଆଇନଭାବେ ଚାଲୁଥିବାବେଳେ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଇନଥାଏ । ଏଥିପାଇଁ ପ୍ରତିବର୍ଷ ଚୀନ୍‌ରେ ଏକାଧିକ କୋଇଲା ଖଣିରେ ଦୁର୍ଘଟଣା ଘଟି ଶତାଧିକ ଶ୍ରମିକ ଜୀବନ ହାରିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking