ଭୁବନେଶ୍ୱର : ରାଜ୍ୟରେ ୬ ବର୍ଷରେ ହୋଇଛି ୮, ୧୫୯ ବାଲ୍ୟ ବିବାହ । ନବରଙ୍ଗପୁରରେ ସର୍ୱାଧିକ ୧୩୪୭ ବାଲ୍ୟ ବିବାହ । ଦ୍ୱିତୀୟରେ ଗଞ୍ଜାମରେ ୯୬୬ ବାଲ୍ୟ ବିବାହ । ସେହିପରି ୬୩୬ ବାଲ୍ୟ ବିବାହ ସହ କୋରାପୁଟ ତୃତୀୟରେ । ୬ ବର୍ଷରେ ଉଦ୍ଧାର ହୋଇଛନ୍ତି ୩୨୮ ଶିଶୁ ଶ୍ରମିକ । ଏନେଇ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଲିଖିତ ଉତ୍ତର ରଖିଛନ୍ତି ।