29.1 C
Bhubaneswar
Wednesday, April 29, 2026
Homeଓଡିଶାଲୁଟେରା ଗ୍ୟାଙ୍ଗର ଗୁଳି ମାଡ ରେ ପ୍ରାଣ ହରାଇଥିବା ପରିବାର ମାନଙ୍କୁ ମୂଖ୍ୟମନ୍ତ୍ରୀଙ୍କ ସହାୟକ ରାଶି...

ଲୁଟେରା ଗ୍ୟାଙ୍ଗର ଗୁଳି ମାଡ ରେ ପ୍ରାଣ ହରାଇଥିବା ପରିବାର ମାନଙ୍କୁ ମୂଖ୍ୟମନ୍ତ୍ରୀଙ୍କ ସହାୟକ ରାଶି ପ୍ରଦାନ

ଯାଜପୁର : ଗତଶନି ବାର ପାଣିକୋଇଲି ର ଏକ ଗ୍ରାମ ଜୁଏଲାରୀ ଦୋକାନରେ ଏକ ସଶସ୍ତ୍ର ଡକାୟତି ଘଟଣାରେ ପ୍ରାଣ ହରାଇଥିବା ଶ୍ରୀ ସୁନୀଲ ରାୟ ଓ ଶ୍ରୀ ନୀଳମାଧଵ ପଣ୍ଡା ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତ୍ୟେକଙ୍କୁ 2 ଲକ୍ଷ ଟ ରଙ୍କା କ୍ଷ ଗୁତିପୂରଣ ଘୋଷଣା କରିଛନ୍ତି।ସେ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ ଚିକିତ୍ସିତ ହେଉଥିବା ଶ୍ରୀ ଦୀପକ ସାହୁଙ୍କ ସମସ୍ତ ଚିକତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ l ଅନ୍ୟ ପକ୍ଷରେ ମୃତକ ପରିବାରଙ୍କୁ ବିଜେଡ଼ି ର ବରିଷ୍ଟ ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଭେଟି ଛନ୍ତି ପାରିବାର ମାନଙ୍କୁ ସlନ୍ତନl ଦେଇ ଛନ୍ତି l ଆହତ ବ୍ୟକ୍ତି ଙ୍କୁ ଭେଟି ଶ୍ରୀ ଦାସ ଚିକିତ୍ସା ସଂପର୍କ ରେ ଭେଟି ଆଲୋଚନ କରିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking