31.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶପ୍ରତି ମହିଳାଙ୍କୁ ମିଳିବ ୨,୫୦୦ ଟଙ୍କା – କଂଗ୍ରେସ

ପ୍ରତି ମହିଳାଙ୍କୁ ମିଳିବ ୨,୫୦୦ ଟଙ୍କା – କଂଗ୍ରେସ

ନୂଆଦିଲ୍ଲୀ : ଦିଲ୍ଲୀରେ କଂଗ୍ରେସ   ମହିଳା ଭୋଟରଙ୍କୁ  ନିଜ ଆଡକୁ ଆଣିବା ପାଇଁ ଚେଷ୍ଟା କରିଛି । ଏକ ଯୋଜନା ତିଆରି କରିଛି କଂଗ୍ରେସ  ଏହି ଯୋଜନାରେ ପ୍ରତିଟି ମହିଳାଙ୍କୁ  ପ୍ରତି ମାସରେ  ୨୫୦୦ ଟଙ୍କା ଲେଖାଏଁ  ଦେବ ବୋଲି ପ୍ରତିଶ୍ରୁତି  ଦେଇଛି । କର୍ଣାଟକାର ଉପମୁଖ୍ୟମନ୍ତ୍ରୀ   ଡିକେ ଶିବ କୁମାର   ଏହି ଯୋଜନା ସମ୍ପୂର୍ଣ ଘୋଷଣା  ଘୋଷଣା କରିବା ସହ କଂଗ୍ରେସ ଦିଲ୍ଲୀରେ ନିଶ୍ଚିତ ଭାବେ କ୍ଷମତା ଦଖଲ କରିବ ବୋଲି କହିଛନ୍ତି। ସେ କହିଛନ୍ତି, “ଆମେ ଦିଲ୍ଲୀରେ ସରକାର ଗଠନ କରିବା ମାତ୍ରେ ଏହି ଯୋଜନାକୁ କାର‌୍ୟ୍ୟକାରୀ କରିବୁ। ପ୍ରଥମ କ୍ୟାବିନେଟରେ ଏହି ଯୋଜନା ଉପରେ ମୋହର ଲାଗିକ। କର୍ଣ୍ଣାଟକା ଭଳି ଦିଲ୍ଲୀରେ ମହିଳାମାନଙ୍କୁ ଆମେ ମାସିକ ୨୫୦୦ ଟଙ୍କା ଲେଖାଏ ଦେବୁ।” ମହିଳାଙ୍କୁ ନିର୍ବାଚନ ପରେ ଏହି ଯୋଜନାରେ ମିଳୁଥିବା ୧ ହଜାର ଟଙ୍କାକୁ ୨୧୦୦କୁ ବୃଦ୍ଧି କରାଯିବ ବୋଲି ସେ ଘୋଷଣା କରିଥିଲେ। ଏବେ କଂଗ୍ରେସ ମଧ୍ୟ ମହିଳା ଭୋଟରଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ପ୍ରିୟ ଦିଦି ଯୋଜନା ଲାଗୁ କରିବ ବୋଲି କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking