Homeଓଡିଶାଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଓଡିଶାଭୁବନେଶ୍ୱର ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି By Ona Khabara 28/07/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର : ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ଜୁଲାଇ ୨୯ ତାରିଖ ଅର୍ଥାତ (ସୋମବାର ଦିନ ) ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। Share FacebookTwitterPinterestWhatsAppLinkedinReddItTelegram Previous articleମୁଣ୍ଡଳୀରେ ବହିବ ୫ ଲକ୍ଷ କ୍ୟୁସେକ ପାଣିNext articleବୈଠକ ଛାଡ଼ି ଚାଲିଯିବା ଠିକ ହେଲାନି :ଚିରାଗ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା କୋଟିଆକୁ ନେଇ ତାତିଲା ରାଜନୀତି, ଆନ୍ଧ୍ର ନିର୍ବାଚନକୁ ସର୍ବଦଳୀୟ ବିରୋଧ ଦେଶ ବିଦେଶ ରେଣ୍ଟ୍ ଏଗ୍ରିମେଣ୍ଟ ଦେଇନାହାନ୍ତି ସୌରଭ ଦାସ: ପ୍ରମାଣ ମାଗିଲେ କୋର୍ଟ ଓଡିଶା ନିଖୋଜ ଶିଶୁକନ୍ୟା ଉଦ୍ଧାର: ସନ୍ଦିଗ୍ଧ ଯୁବକ ଅଟକ ଦେଶ ବିଦେଶ ରୁଷରେ ୟୁକ୍ରେନ ପକ୍ଷରୁ ଡ୍ରୋନ୍ ଆକ୍ରମଣ: ୨ ମୃତ