26.1 C
Bhubaneswar
Friday, October 11, 2024
Homeଓଡିଶାମୁଣ୍ଡଳୀରେ ବହିବ ୫ ଲକ୍ଷ କ୍ୟୁସେକ ପାଣି

ମୁଣ୍ଡଳୀରେ ବହିବ ୫ ଲକ୍ଷ କ୍ୟୁସେକ ପାଣି

କଟକ : ମୁଣ୍ଡଳୀରେ ବହିବ ୫ ଲକ୍ଷ କ୍ୟୁସେକ ପାଣି । ହୀରାକୁଦ ଗେଟ ଖୋଲିବା ପରେ ବଢୁଛି ଜଳସ୍ତର । କାଲି ସକାଳେ ଖଇରମାଳରେ ବଢିବ ଜଳସ୍ତର । ଖଇରମାଳରେ ସାଢେ ୪ ଲକ୍ଷ ଜଳ ପ୍ରଭାହିତ ହେବ । ୩୦ ତାରିଖ ୧୧ଟା ସୁଦ୍ଧା ମୁଣ୍ଡୁଳିରେ ପିକ୍ ଫ୍ଲୋ ରହିବ । ପାଖାପାଖି ମୁଣ୍ଡଳୀରେ ବହିବ ୫ ଲକ୍ଷ କ୍ୟୁସେକ ପାଣି ପ୍ରଭାହିତ ହେବ । ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ରକ୍ତ ରଞ୍ଜନ ମହାନ୍ତିଙ୍କ ସୂଚନା । ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ । ବର୍ଷା ସତ୍ୱେ ବନ୍ୟା ଆଶଙ୍କା ନାହିଁ ବୋଲି ସୂଚନା ଦେଲେ ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking