24.1 C
Bhubaneswar
Wednesday, January 15, 2025
Homeଛତିଶଗଡ ବିଧାନସଭା ନିର୍ବାଚନ-2023ଛତିଶଗଡ ବିଧାନସଭା ନିର୍ବାଚନ; ୨୬ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା

ଛତିଶଗଡ ବିଧାନସଭା ନିର୍ବାଚନ; ୨୬ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା

ରାୟପୁର: ଛତିଶଗଡ ବିଧାନସଭାର ୯୦ ଆସନ ପାଇଁ ନଭେମ୍ବର ୭ ଓ ୧୭ ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ମୋଟ ୨୨୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଏମାନଙ୍କ ମଧ୍ୟରୁ ୨୬ ଜଣଙ୍କ ବିରୋଧରେ ଅପରାଧିକ ମାମଲା ବିଚାରାଧୀନ ରହିଛି ବୋଲି ଏଡିଆର (ଆସୋସିଏଓନ ଫର୍ ଡେମୋକ୍ରାଟିକ୍ ରିଫର୍ମସ) ରିପୋର୍ଟରେ ଦର୍ଶାଯାଇଛି । ଏହି ପ୍ରାର୍ଥୀମାନେ ଅପରାଧିକ ମାମଲା ସମ୍ପର୍କରେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ନଭେମ୍ବର ୭ରେ ୨୦ଟି ଆସନ ପାଇଁ ଭୋଟଗ୍ରହଣ କରାଯିବ । ବିଜେପିର ୨୦ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବାବେଳେ କଂଗ୍ରେସର ୨, ଆପ୍‌ର ୪ ଏବଂ ଜନତା କଂଗ୍ରେସ ଛତିଶଗଡର ୩ ଜଣ ପ୍ରାର୍ଥୀ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking