26.1 C
Bhubaneswar
Wednesday, October 9, 2024
Homeଓଡିଶାକୋରେଇ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣି ଓ ସମୀକ୍ଷା...

କୋରେଇ ବ୍ଲକରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣି ଓ ସମୀକ୍ଷା ବୈଠକ

ଯାଜପୁର : ଯାଜପୁର ଜିଲ୍ଲାର କୋରେଇ ବ୍ଲକ ରେ ଆଜି ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ର ବ୍ଲକ ସଭା ଗୃହ ରେ ଜନ ଶୁଣାଣି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଥିଲା l ଉକ୍ତ ବୈଠକରେ ବିଡ଼ିଓ ଅଶୋକ କୁମାର ମାଝୀ ଅଧ୍ୟକ୍ଷତା କରି ଥିଲେ l ଏହି ଯୋଜନା ରେ 2024__25 ଆର୍ଥିକ ବର୍ଷ ର 1ଅକଟୋବର 2023ରୁ31 ମାର୍ଚ୍ଚ l 2024ପ୍ରଯ୍ୟାୟ ସାମାଜିକ ସମୀକ୍ଷା କରାଯାଇ ଥିଲା l 28ଟି ପଂଚାୟତ ରେ ଏହି ଯୋଜନା ସମ୍ପର୍କ ଖର୍ଚ୍ଚ ହୋଇ ଥିବା ପ୍ରକଳ୍ପ ଗୁଡିକ ର ଶ୍ରମ ଦିବସ ସମ୍ପର୍କ ରେ ଜନ ଶୁଣାଣି ରେ ରିପୋର୍ଟ ପଦାନ କରା ଯାଇ ଥିଲା l 21884 ଜବ କାର୍ଡ ପ୍ରଦା ନ କରା ଯାଇ ଥିଲା l ସେଥି ମଧ୍ୟ୍ୟ ରୁ ଅନକୁଶାଳୀ କାର୍ଯ୍ୟ ନିମନ୍ତେ ଏହି ଯୋଜନାରେ 12ହଜାର 185ଟି ପାରିବାର କୁ 6ଲକ୍ଷ 5593ଦିନ ର ଶ୍ରମ ଦିବସ ସୃଷ୍ଟି କରାଯାଇଥିଲା l ଏହି ସମୟ ମଧ୍ୟ୍ୟ ରେ 489ଟି ପରିବାର କୂ 100ଦିନ ର କାର୍ଯ୍ୟ ଯୋଗାଇ ଦିଆ ଯାଇ ଥିଲା l ମୋଟ 3217ଟି ପ୍ରକଳ୍ପ ହାତ କୂ ନିଆ ଯାଇ 16କୋଟି 24ଲକ୍ଷ 7ହଜାର ଟଙ୍କା ବ୍ୟୟ କରା ଯାଇଛି l ଓ 1447ଟି ସ୍ଥାଇ ସମ୍ପତି ସୃଷ୍ଟି କରା ଯାଇ ଥିଲା l ସହକାରୀ ଇଞ୍ଜିନିଅର ରଶ୍ମିତା ତରାଇ, ଏପିଓ ରଶ୍ମି ରେଖା ସାମନ୍ତରାୟ ଆୟୁଷମlନମହାନ୍ତି ନିରୋଦ କୁମାର ପାଢ଼ୀ ଅନୀଲ କୁମାର ସାହୁ ଅଜୟ କୁମାର ସାହୁ ସନ୍ତୋଷ ପଣ୍ଡା ଶାନ୍ତି ଲତା ଜେନା ପ୍ରମୁଖ ସହଯୋଗ କରି ଥିଲେ l ସମିତି ମେମ୍ବର ସରପଞ୍ଚ ଜନ ସାଧାରଣ ସାମ୍ବାଦିକ ପଂଚାୟତ ର ନିର୍ଭlହୀ ଅଧି କରି ପ୍ରମୁଖ ଉପସ୍ଥିତ ଥିଲେ କେହି ସମୀକ୍ଷା ରେ ଆପତ୍ତି ଅଭିଯୋଗ କରି ନ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking