29.3 C
Bhubaneswar
Tuesday, May 20, 2025
Homeଓଡିଶାସିମେଣ୍ଟ ବୋଝେଇ ଟିପ୍ପର ଓଲଟି ୫ ମୃତ

ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ୫ ମୃତ

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳରେ ସିମେଣ୍ଟ ବୋଝେଇ ଚିପ୍ପର ଓଲଟି ୫ ମୃତ । ହନ୍ତାଳଗୁଡା ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଟିପ୍ପର । ଚିତ୍ରକୋଣ୍ଡାରୁ ଯୋଡାମ୍ବ ଯାଉଥିବା ବେଳେ ହନ୍ତାଳଗୁଡାରେ ଦୁର୍ଘଟଣା । ୧୦ରୁ ଅଧିକ ଶ୍ରମିକଙ୍କୁ ନେଇ ଯାଉଥିଲା ସିମେଣ୍ଟ ବୋଝେଇ ଟିପ୍ପର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking