34.7 C
Bhubaneswar
Wednesday, April 22, 2026
Homeଓଡିଶାଏସସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ

ଏସସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ

କଟକ: କଟକ ଏସସିବି ମେଡିକାଲରେ ପୁଣି ଅଘଟଣ। ଗତକାଲି ରାତିରେ ଏସସିବି ମେଡିକାଲ ବିଲ୍ଡିଙ୍ଗରୁ ସିଲିଂ ଖସିଯାଇଛି। ସୌଭାଗ୍ୟବଶତଃ କାହାର କିଛି କ୍ଷତି ହୋଇନାହିଁ। ଏସସିବି ମେଡିକାଲ ହେମାଟୋଲୋଜି ବିଭାଗ ପାଇଖାନା ନିକଟରେ ଏଭଳି ଅଘଟଣ ଘଟିଛି । ବାରମ୍ବାର କଟକ ବଡ ମେଡିକାଲରେ ଏଭଳି ଅଘଟଣ ଘଟୁଛି । ଯାହାକି ରୋଗୀଙ୍କ ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking