33.1 C
Bhubaneswar
Tuesday, May 26, 2026
Homeଓଡିଶାବଲାଙ୍ଗିର, ଟିଟିଲାଗଡ଼ରେ ୪୫ ଡିଗ୍ରୀ ଟପିବ ପାରଦ!

ବଲାଙ୍ଗିର, ଟିଟିଲାଗଡ଼ରେ ୪୫ ଡିଗ୍ରୀ ଟପିବ ପାରଦ!

ଭୁବନେଶ୍ବର: ତାତିରେ ଆଉଟୁପାଉଟୁ ହେଉଛି ପଶ୍ଚିମ ଓଡ଼ିଶା। ମଙ୍ଗଳବାର ଝାରସୁଗୁଡ଼ାରେ ପାରଦ ୪୩.୬ ଡିଗ୍ରୀ ଛୁଇଁଥିବାବେଳେ ସମ୍ବଲପୁର, ଟିଟିଲାଗଡ଼ରେ ୪୨.୫, ଅନୁଗୋଳରେ ୪୨.୧, ସୁନ୍ଦରଗଡ଼ରେ ୪୧.୫, ହୀରାକୁଦରେ ୪୨.୪, ତାଳଚେରରେ ୪୧.୫, ଭବାନୀପାଟଣାରେ ୪୦.୫, ବଲାଙ୍ଗିରରେ ୪୨.୨, ସୁବର୍ଣ୍ଣପୁରରେ ୪୧.୭, ନୟାଗଡ଼ରେ ୪୦, ବୌଦ୍ଧରେ ୪୦.୭, ଭଦ୍ରକରେ ୪୦, ଢେଙ୍କାନାଳରେ ୪୧, ଖୋରଧାରେ ୪୦, ରାଉରକେଲାରେ ୪୧, ଭୁବନେଶ୍ବରରେ ୩୭.୯ ଏବଂ କଟକରେ ୩୮.୮ଡିଗ୍ରୀ ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ବୁଧବାର ବଲାଙ୍ଗିର ଏବଂ ଟିଟିଲାଗଡ଼ରେ ପାରଦ ୪୫ଡିଗ୍ରୀ ଟପିବା ସମ୍ଭାବନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking