29.5 C
Bhubaneswar
Saturday, June 20, 2026
Homeଓଡିଶାଗଛକୁ ଧକ୍କା ଦେଲା କାର: ଜଣେ ମୃତ

ଗଛକୁ ଧକ୍କା ଦେଲା କାର: ଜଣେ ମୃତ

କଳାହାଣ୍ଡି: ଦଶହରା ଉତ୍ସବ ପାଇଁ ବିଭିନ୍ନ ପୀଠରେ ମା’ଙ୍କ ପୂଜା ଅନୁଷ୍ଠିତ ହେବାସହ ଚାରିଆଡ଼େ ଉତ୍ସବ ମୁଖରିତ ହୋଇଥିବା ବେଳେ ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ଦେହେଲି ଠାରେ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାଦଶହରା ଉତ୍ସବ ପାଇଁ ବିଭିନ୍ନ ପୀଠରେ ମା’ଙ୍କ ପୂଜା ଅନୁଷ୍ଠିତ ହେବାସହ ଚାରିଆଡ଼େ ଉତ୍ସବ ମୁଖରିତ ହୋଇଥିବା ବେଳେ ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ କଳାହାଣ୍ଡିଜିଲ୍ଲା ନର୍ଲାବ୍ଲକ୍ ଅଧିନ ଦେହେଲି ଠାରେ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନା ମୁତାବକ ଗତ କିଛିଦିନ ତଳେ ସମାନ ସ୍ଥାନରେ ଏକ ବାଇକ୍ ଓ ପିକ୍ଅପ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ବାପା ଓ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ ଓ ଝିଅ ଗୁରୁତର ଆହତ ହୋଇ ଭବାନୀପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ବେଳେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି।ସୂଚନା ମୁତାବକ ଗତ କିଛିଦିନ ତଳେ ସମାନ ସ୍ଥାନରେ ଏକ ବାଇକ୍ ଓ ପିକ୍ଅପ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ପରିବାରର ବାପା ଓ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ ଓ ଝିଅ ଗୁରୁତର ଆହତ ହୋଇ ଭବାନୀପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking