29.1 C
Bhubaneswar
Saturday, July 27, 2024
Homeଓଡିଶାଡିଭାଇଡରରେ ପିଟିହେଲା ବସ୍‌

ଡିଭାଇଡରରେ ପିଟିହେଲା ବସ୍‌

ବ୍ରହ୍ମପୁର : ନିର୍ବାଚନ ଡ୍ୟୁଟିରୁ ଫେରିବାବେଳେ ବସ୍ ଦୁର୍ଘଟଣା ହୋଇଛି । ଛତ୍ରପୁର ଡିଆରଡିଏ  ଛକ ନିକଟରେ ଡିଭାଇଡରକୁ  ବସ୍ ପିଟିଦେଇଛି । ଯାହାଫଳରେ ଜଣେ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି ଏବଂ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ବସ୍ ଭଞ୍ଜନଗରରୁ  ୨୦ ପୋଲିସ୍ କର୍ମଚାରୀଙ୍କୁ ଧରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ବସ୍‌ର ସାମନାପଟ  ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଗାଡିଚାଳକ ଭାରସାମ୍ୟ ହରାଇଥିବାରୁ ଏପରି ଘଟିଛି ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking