27.1 C
Bhubaneswar
Monday, March 17, 2025
Homeଓଡିଶାବଜେଟ ଅଧିବେଶନ: କ’ଣ କହିଲେ ରାଜ୍ୟପାଳ ଜାଣନ୍ତୁ....

ବଜେଟ ଅଧିବେଶନ: କ’ଣ କହିଲେ ରାଜ୍ୟପାଳ ଜାଣନ୍ତୁ….

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ ଅଧିବେଶ ଆରମ୍ଭ ହୋଇଛି ।  ଜୟ ଜଗନ୍ନାଥ କହି ରାଜ୍ୟପାଳ ନିଜର ଅଭିଭାଷଣ ଆରମ୍ଭ କରିଛନ୍ତି ।  ଏହି ଅବସରରେ ସେ ନିଜର ଅଭିଭାଷଣ ରଖି କହିଛନ୍ତି ଯେ ଓଡ଼ିଶା ଖଣିଜ ସମ୍ପଦରେ ଭରପୂର । ନିଜର ଐତିହ୍ୟ ଓ କୀର୍ତ୍ତିରାଜିକୁ ନେଇ ଓଡ଼ିଶା ପରିଚିତ । ଗରିବ, ଯୁବ, ଅନ୍ନଦାତା, ନାରୀଶକ୍ତି ଆମ ସରକାରଙ୍କ ମୂଳମନ୍ତ୍ର ।ଗରୀବ, ଯୁବ, ଅନ୍ନଦାତା, ନାରୀଶକ୍ତି ମୋ ସରକାରର ମୂଳମନ୍ତ୍ର । ମୋ ସରକାର ଧାନର ମୂଲ୍ୟ ୮୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଓଡ଼ିଆ ଅସ୍ମିତା ଦିଗରେ ମୋ ସରକାର କାର୍ଯ୍ୟ କରୁଛି । ଉକ୍ରର୍ଷ ଓଡ଼ିଶା, ପ୍ରବାସୀ ଭାରତୀୟ ଦିବସ ସଫଳତାର ସହ ଆୟୋଜନ କରିଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking