30.1 C
Bhubaneswar
Monday, May 11, 2026
Homeଦେଶ ବିଦେଶବିଏସଇ ସେନସେକ୍ସ ୧୦୦୦ ପଏଣ୍ଟରୁ ଅଧିକ ହ୍ରାସ

ବିଏସଇ ସେନସେକ୍ସ ୧୦୦୦ ପଏଣ୍ଟରୁ ଅଧିକ ହ୍ରାସ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଜାରି ଉତ୍ତେଜନା ମଧ୍ୟରେ ଷ୍ଟକ ବଜାର ଉପରେ ପ୍ରଭାବ ପଡିଛି । ପ୍ରାରମ୍ଭିକ କାରବାରରେ ବିଏସଇ ସେନସେକ୍ସ ୧୦୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଚର ନିଫ୍ଟି ୫୦ ସୂଚକାଙ୍କ ୩୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି । ସକାଳ ୯ଟା ୪୦ରେ ସେନସେକ୍ସ ୭୬, ୨୮୨.୭୪ରେ କାରବାର କରୁଥିଲା, ଯାହା ୧,୦୪୫.୪୫ ପଏଣ୍ଟ କିମ୍ବା ୧.୩୫% ହ୍ରାସ ପାଇଥିଲା । ନିଫ୍ଟି ୨୮୮୮.୩୦ ପଏଣ୍ଟ କିମ୍ବା ୧.୧୯% ହ୍ରାସ ପାଇ ୨୩, ୮୮.୮୫ରେ ପହଞ୍ଚିଛି । ଭାରତୀୟ ଟଙ୍କା ତୁଳନାରେ ୦.୪% ହ୍ରାସ ପାଇ ୯୪.୮୮ରେ ଖୋଲିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking