28.1 C
Bhubaneswar
Friday, April 26, 2024
Homeଓଡିଶା'ବ୍ରହ୍ମୋସ' ର ଦ୍ୱିତୀୟ ପରୀକ୍ଷଣ

'ବ୍ରହ୍ମୋସ' ର ଦ୍ୱିତୀୟ ପରୀକ୍ଷଣ

ବାଲେଶ୍ୱର:ସୁପରସୋନିକ କ୍ରୁଜ୍‌ ମିଜାଇଲ୍‌ ବ୍ରହ୍ମୋସର ପ୍ରଥମ ପରୀକ୍ଷଣ ଆଜି ସକାଳ ୮.୪୫ରେ ଚାନ୍ଦିପୁରରୁ ହୋଇଥିଲା । ଏଥିରେ ଲାଇଫ୍ ଏକ୍ସଟେନ୍ସନ୍ ଟେକ୍ନୋଲୋଜି ବ୍ୟବହାର କରାଯାଇଛି ।

ତେବେ ଏହା ସୁପରସୋନିକ ମିଜାଇଲ୍‌ ବ୍ରହ୍ମୋସର ୨ୟ ରାଉଣ୍ଡ ପରୀକ୍ଷଣ ବୋଲି ଜଣାପଡିଛି । ଏହା ୩ନଂ ଲଞ୍ଚପ୍ୟାଡରୁ ଆଜି ଦିନ ୩ଟା୪୧ରେ ଦ୍ୱିତୀୟ ରାଉଣ୍ଡ ପରୀକ୍ଷଣ କରାଯାଇଛି । ମଧ୍ୟମ ଦୂରଗାମୀ ସୁପରସୋନିକ କ୍ରୁଜ ମିଜାଇଲ ବ୍ରହ୍ମୋସ । ବ୍ରହ୍ମୋସର ୨୦୦ କେଜି ଯୁଦ୍ଧାସ୍ତ୍ର ବହନ କ୍ଷମତା, ଲକ୍ଷ୍ୟଭେଦ ୨୯୦ କିମି ର କ୍ଷମତା ରହିଛି ବୋଲି ସୂଚନା ମିଳିଛି ।
https://onakhabar.com/2019/12/17/cricket-match-ticket-selling/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking