40.1 C
Bhubaneswar
Wednesday, April 24, 2024
Homeଓଡିଶାସୋସିଆଲ ସାଇଟରେ ବାରବାଟୀ ଟିକେଟ

ସୋସିଆଲ ସାଇଟରେ ବାରବାଟୀ ଟିକେଟ

ଭୁବନେଶ୍ୱର: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ କଟକ ବାରବାଟୀରେ କ୍ରିକେଟ ମ୍ୟାଚ । କ୍ରିକେଟ ମ୍ୟାଚ ପାଇଁ ସଜେଇ ହେଉଛି କଟକ, ଭୁବନେଶ୍ୱର । ତେବେ ସମସ୍ତଙ୍କ ମନରେ ମ୍ୟାଚ ଦେଖିବା ପାଇଁ ଉତ୍ସାହ ଉତ୍କଣ୍ଠା ଦେଖିବାକୁ ମିଳୁଛି । ତେବେ ବାରବାଟୀ କ୍ରିକେଟ ମ୍ୟାଚ ପାଇଁ ଅନଲାଇନରେ ଟିକେଟ କଳାବଜାରୀ ଚାଲିଛି । ଅନଲାଇନରେ ବୁକିଂ କରି ବାରବାଟୀରେ ଟିକେଟ ପାଇଛନ୍ତି ଉକ୍ତ ବ୍ୟକ୍ତି ଜଣକ । ତେବେ ଏକ ଅନଲାଇନ ବିଜିନେସ ସାଇଟରେ ଟିକେଟ ବିକ୍ରି ନେଇ ବିଜ୍ଞାପନ ଦେଇଥିବା ଜଣାପଡିଛି । ତେବେ ଜଣେ ବ୍ୟକ୍ତି ନିଜ ଟିକେଟ ବିକ୍ରି ପାଇଁ ସେହି ସାଇଟରେ ବିଜ୍ଞାପନ ଦେଇଛନ୍ତି । ସେହି ବ୍ୟକ୍ତି ଜଣକ ୬୩୪ ଟଙ୍କାରେ କିଣିଥିବା ଟିକେଟକୁ ୧୫୦୦ଟଙ୍କାରେ ବିକ୍ରି ପାଇଁ ବିଜ୍ଞାପନ ଦେଇଥିବା ଜଣାପଡିଛି ।
https://onakhabar.com/2019/12/17/student-and-working-lady-spo/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking