28.1 C
Bhubaneswar
Wednesday, April 29, 2026
Homeଓଡିଶାଜମି ବିବାଦକୁ ନେଇ ବୋମା ବିସ୍ଫୋରଣ: ୨ ଗୁରୁତର

ଜମି ବିବାଦକୁ ନେଇ ବୋମା ବିସ୍ଫୋରଣ: ୨ ଗୁରୁତର

କୋଣାର୍କ: ଜମି ବିବାଦକୁ ନେଇ ଗାଁରେ ବୋମା ବିସ୍ଫୋରଣ। ଏହି ବିସ୍ଫୋରଣ ଫଳରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଶନିବାର ଦିନ ଜମି ବିବାଦକୁ ନେଇ ସଂଘର୍ଷ ସମୟରେ ବୋମା ବିସ୍ଫୋରଣ ଘଟି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ପୁରୀ ଜିଲ୍ଲାର ଗୋପ ପୋଲିସ ସୀମା ଅନ୍ତର୍ଗତ ତରାଣା ଗାଁରେ ଏହି ଘଟଣା ଘଟିଛି। ଅନ୍ୟପକ୍ଷରେ, ଏହି ବିସ୍ଫୋରଣ ଯୋଗୁଁ ଘରଟି କ୍ଷତିଗ୍ରସ୍ତ ହୋଇଛି। ପୋଲିସ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking