31.1 C
Bhubaneswar
Friday, March 29, 2024
Homeଅପରାଧପୁରୀ ସଦର ଅଞ୍ଚଳରେ ବୋମାମାଡ଼

ପୁରୀ ସଦର ଅଞ୍ଚଳରେ ବୋମାମାଡ଼

ପୁରୀ : ପୁରୀ ସଦର ନିର୍ବାଚନୀ ମଣ୍ଡଳୀରେ ଫୁଟିଲା ବୋମା । କାଶୀହରିପୁର ପଞ୍ଚାୟତରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ୩ଟି ବୋମାରୁ ଗୋଟିଏ ଫୁଟିଛି ଓ ଅନ୍ୟ ଦୁଇଟି ଅଫୁଟା ରହିଛି । ଘଟଣା ସ୍ଥଳରେ ସଦର ଥାନା ପୋଲିସ୍ ତଦନ୍ତ ଜାରି ରଖିଛି ।

ତେବେ ଏହି ବୋମାମାଡ଼ କେଉଁ ମାନେ କରିଛନ୍ତି ଓ କେତେ ଜଣ ଏହି ଘଟଣରେ ସଂପୃକ୍ତ ରହିଛନ୍ତି ସେନେଇ ତଦନ୍ତ ଚଳାଇଛି ପୋଲିସ୍।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking