28.1 C
Bhubaneswar
Thursday, July 17, 2025
Homeଦେଶ ବିଦେଶବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ

ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ

ମୁମ୍ମାଇ : ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ । ୭୨ ବର୍ଷ ବୟସରେ ପଙ୍କଜ ଉଧାସଙ୍କ ପରଲୋକ । ଦୀର୍ଘଦିନର ଅସୁସ୍ଥତା ପରେ ଆଖି ବୁଜିଲେ ପଙ୍କଜ ଉଧାସ । ‘ନାମ୍‌’ ଫିଲ୍ନର ‘ଚିଠି ଆଇହେ’ ଗୀତ ପାଇଁ ଲୋକପ୍ରିୟ ଥିଲେ । ୨୦୦୬ରେ ପଙ୍କଜଙ୍କୁ ପଦ୍ନଶ୍ରୀ ପୁରସ୍କାର ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking