29.1 C
Bhubaneswar
Sunday, April 21, 2024
Homeଦେଶ ବିଦେଶବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ

ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ

ମୁମ୍ମାଇ : ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ । ୭୨ ବର୍ଷ ବୟସରେ ପଙ୍କଜ ଉଧାସଙ୍କ ପରଲୋକ । ଦୀର୍ଘଦିନର ଅସୁସ୍ଥତା ପରେ ଆଖି ବୁଜିଲେ ପଙ୍କଜ ଉଧାସ । ‘ନାମ୍‌’ ଫିଲ୍ନର ‘ଚିଠି ଆଇହେ’ ଗୀତ ପାଇଁ ଲୋକପ୍ରିୟ ଥିଲେ । ୨୦୦୬ରେ ପଙ୍କଜଙ୍କୁ ପଦ୍ନଶ୍ରୀ ପୁରସ୍କାର ମିଳିଥିଲା ।

ଗଞ୍ଜେଇ ବିକ୍ରିର ଅଭିନବ ଉପାୟ ; ଗିରଫ ହେଲେ ଅଭିଯୁକ୍ତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking