38.1 C
Bhubaneswar
Friday, April 26, 2024
Homeଓଡିଶାବାହାରେ ଗାଈ ଗୋରୁ ଛାଡିଲେ ତଣ୍ଡ ଗଣିବେ ମାଲିକ  

ବାହାରେ ଗାଈ ଗୋରୁ ଛାଡିଲେ ତଣ୍ଡ ଗଣିବେ ମାଲିକ  

ଭୁବନେଶ୍ୱର : ଗାଈ ଗୋରୁଙ୍କୁ ବାହାରେ ଛାଡିଲେ ଏଣିକି ବିଏମସି ନେବା କଡ଼ା ପଦକ୍ଷପ। ବିଏମସି ଅଂଚଳରେ ବୁଲୁଥିବା ଗାଈ ଗୋରୁଙ୍କୁ ଧରି ନିଆଯିବ  । ଗାଈ ଗୋରୁଙ୍କୁ ଧରି ୩ ଦିନ ଯାଏ କାଞ୍ଜିଆ ହୁଦା ରେ ରଖାଯିବ। କାଞ୍ଜିଆ ହୁଦା ରୁ ନେବାକୁ ମାଲିକଙ୍କୁ ଦେବାକୁ ପଡିବ ୫ ହଜାର ଜୋରିମାନା ।୨ଥର ରାସ୍ତାରେ ଧାରା ପଡିଲେ ଗାଈ ଗୋରୁଙ୍କୁ ଆଉ ଫେରିପାଇବେନି ମାଲିକ । ସମ୍ପୃକ୍ତ ଗୋରୁ ଗାଈ ମହିଳା ସାୟଂ ସହାୟିକା ଗୋଷ୍ଠୀ ଙ୍କୁ ହସ୍ତାନ୍ତର କରାଯିବ। ପଡୋଶୀ ଜିଲ୍ଲାରେ ଡାଏରୀ ଫର୍ମ କରିଥିବା ଏସଏଚଜି ଙ୍କୁ ଦିଆଯିବ । ବିଏମସି ଅତିରିକ୍ତ କମିସନର ଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତି ନିଆଯାଇଛି ।
https://onakhabar.com/2020/01/31/farmers-agitation-9/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking