33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଲେବାନନର ରାଜଧାନୀ ବେରୁଟରେ ଭୟାନକ ବିସ୍ଫୋରଣ

ଲେବାନନର ରାଜଧାନୀ ବେରୁଟରେ ଭୟାନକ ବିସ୍ଫୋରଣ

ନୂଆଦିଲ୍ଲୀ: ଲେବାନନର ରାଜଧାନୀ ବେରୁଟରେ ଭୟାନକ ବିସ୍ଫୋରଣ । ବନ୍ଦର ଅଞ୍ଚଳରେ ଘଟିଥିବା ବିସ୍ପୋରଣରେ ୭୮ ଜଣ ପ୍ରାଣ ହରାଇଥିବାବେଳେ ୪ ହଜାରରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ସୂଚନାନୁସାରେ, ଏକ ବିଲ୍ଡିଂରେ ଭୟଙ୍କର ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଆକାଶକୁ ପ୍ରବଳ ଧୂଆଁ ଉଠି ଶେଷରେ ଭୟାନକ ବିସ୍ଫୋରଣ ହୋଇଛି । ଆଉ ଛାତିଥରା ବିସ୍ଫୋରଣ ଫଳରେ ସମୁଦ୍ର ପାଣି ଆକାଶ ଉଚ୍ଚକୁ ଉଠାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ପ୍ରାୟ ୨୪୦ କମି ଯାଏଁ ଏହି ବିସ୍ଫୋରଣ ଶବ୍ଦ ଶୁଣାଯାଇଥିବା କୁହାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking