27.1 C
Bhubaneswar
Saturday, July 27, 2024
Homeଓଡିଶାସୁଶାନ୍ତଙ୍କ ସହ ବିଜେଡିର ସମ୍ପର୍କ : ବିଜେପି

ସୁଶାନ୍ତଙ୍କ ସହ ବିଜେଡିର ସମ୍ପର୍କ : ବିଜେପି

ଭୁବନେଶ୍ୱର : ଆଇଆଇସି ସୁଶାନ୍ତ ଶତପଥୀଙ୍କ ଘରୁ ନଗଦ ୩୭ ଲକ୍ଷ ଜବତ ହେବା ଘଟଣା । ବିଜେଡି ନେତା,ମନ୍ତ୍ରୀଙ୍କୁ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳଙ୍କ ଟାର୍ଗେଟ । ସେବେ କାହା ସୁପାରିସରେ ନବୀନ ନିବସରେ ଡୁ୍ୟଟି ପଇଥିଲେ ସୁଶାନ୍ତ । ୩ ଜଣ ଏସପିଙ୍କ ପ୍ରୋସିଡିଂ ସତ୍ତ୍ୱେ ସେ କେମିତି ପାଇଲେ ପ୍ରମୋସନ । ଜବ୍ ସ୍କାମ୍ ମୁଖ୍ୟ ବିରଞ୍ଚô ସାହୁ ତାଙ୍କର ଲିଙ୍କ୍ ସୂଚନା ଅଛି । ରାଜନୈତିକ ଛତ୍ର ଛାୟା ତଳେ ରହି କଳା ଟଙ୍କା ଗୋଟଉଥିଲେ । କଟକ ଜିଲ୍ଲାର ଜଣେ ମନ୍ତ୍ରୀ , ନୟଗଡର ପୂର୍ବତନ ମନ୍ତ୍ରୀଙ୍କୁ ଇସାରା କଲେ । ଲୋକଙ୍କ ବିରୋଧ ବେଳେ କଟକର ସମ୍ପୃକ୍ତ ମନ୍ତ୍ରୀ ହସ୍ତକ୍ଷେପ କରିଥିଲେ । ସେହିପରି କୋରାପୁଟରୁ ଗଞ୍ଜେଇ ନୟାଗଡକୁ ଆସି ଗଚ୍ଛିତ ହୁଏ । ନୟାଗଡର ଜଣେ ବିଜେଡି ନେତ ତଥା ପୂର୍ବତନ ମନ୍ତ୍ରୀଙ୍କ ଜାଣତରେ ହୁଏ । ସୁଶାନ୍ତଙ୍କ ଓଲିଉଡ ଲିଙ୍କ୍ ନେଇ ମଧ୍ୟ ସାଂଘାତିକ ଅଭିଯୋଗ କଲେ । ଫିଲ୍ମରେ ସୁଶାନ୍ତଙ୍କ କଳା ଟଙ୍କା ଲାଗି ନାହିଁ ତ , ତେଣୁ ବିଜେଡି ନେତା , ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି କହିଲ ଅନୀଲ ବିଶ୍ୱାଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking