29.1 C
Bhubaneswar
Sunday, May 19, 2024
Homeଓଡିଶା୨ ରାଜ୍ୟ ପାଇଁ ବିଜେପି ର ପାର୍ଥୀ ଘୋଷଣା

୨ ରାଜ୍ୟ ପାଇଁ ବିଜେପି ର ପାର୍ଥୀ ଘୋଷଣା

ବ୍ୟୁରୋ : ୨ ରାଜ୍ୟ ବିଧାନ ସଭା ନିର୍ବାଚନ ପାଇଁ ପାର୍ଥୀ ଘୋଷଣା କଲା ବିଜେପି | ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନ ସଭା ନିର୍ବାଚନ ପାଇଁ ପାର୍ଥି ଘୋଷଣା | ବିଧାନ ସଭା ନର୍ବାଚନ ତାରିଖ ଘୋଷଣା ପୂର୍ବରୁ ହେଲା ପାର୍ଥୀ ଘୋଷଣା |ମଧ୍ୟପ୍ରଦେଶ ରୁ ୨୩୦ ରୁ ୩୯ ଆସନ ପାଇଁ ପାର୍ଥୀ ଘୋଷଣା | ଛତିଶଗଡ଼ ର ମୋଟ ୯୦ ଆସନ ରୁ ୨୧ ଆସନରେ ପାର୍ଥୀ ଘୋଷଣା |ଗତ କଲି ସିଇସି ମିଟିଂ ରେ ପାର୍ଥୀ ଚୂଡାନ୍ତ ହେଇଥିବା ଦଳ ପକ୍ଷରୁ ସୂଚନା | ପ୍ରେସ ରିଲିଜ ଜରିଆରେ ସୂଚନା ଦେଲେ ସା.ସମ୍ପାଦକ ଅରୁଣ ସିଂହ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking