22.1 C
Bhubaneswar
Saturday, March 22, 2025
Homeଓଡିଶାରାଜା ସ୍ୱାଇଁଙ୍କୁ ଘେରିଲେ ବିଜେପି କର୍ମୀ

ରାଜା ସ୍ୱାଇଁଙ୍କୁ ଘେରିଲେ ବିଜେପି କର୍ମୀ

ଭୁବନେଶ୍ୱର : ତିଗିରିଆରେବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଘେରିଲେ ବିଜେପି କର୍ମୀ । ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଯିବା ବେଳେ ଆଠଗଡ଼ ବିଧାୟକ ରାଜା ସ୍ବାଇଁଙ୍କ ଗାଡ଼ି ଅଟକାଇଲେ ବିଜେପି କର୍ମୀ । ଗାଡ଼ି ଉପରକୁ ଢେଲା ମାଡ଼ କରିଛନ୍ତି ।ବିଧାୟକଙ୍କୁ ବିରୋଧ ଯୋଗୁଁ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିବା ବେଳେ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ମଧ୍ୟ ନାକେଦମ ହେବାକୁ ପଡ଼ିଛି । କଡ଼ା ସୁରକ୍ଷା ମଧ୍ୟରେ ବିଧାୟକଙ୍କୁ ନେଇଛି ପୋଲିସ । ଉତ୍ତେଜନାକୁ ଦେଖି ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking