29.1 C
Bhubaneswar
Wednesday, March 19, 2025
Homeଓଡିଶାହାଇକୋର୍ଟଙ୍କ ରାୟର ତର୍ଜମା ହେବ : ମନ୍ତ୍ରୀ

ହାଇକୋର୍ଟଙ୍କ ରାୟର ତର୍ଜମା ହେବ : ମନ୍ତ୍ରୀ

ଭୁବନେଶ୍ୱର : ରେରାକୁ ନେଇ  ହାଇକୋର୍ଟଙ୍କ  ରାୟ ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ହାଇକୋର୍ଟଙ୍କ ରାୟ ଉପରେ ତର୍ଜମା କରାଯିବ । ତର୍ଜମା କଲାପରେ ପୁଣି କୋର୍ଟର ପକ୍ଷ ରଖିବୁ । ସୂଚନା ଅନୁସାରେ  ଆପାର୍ଟମେଣ୍ଟ ପଞ୍ଜିକରଣ ନିଷ୍ପତ୍ତିରେ ଲାଗିଲା ରୋକ୍ । ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାର ହୋଇଥିଲା । ୨୦୨୪ ଫେବୃଆରିରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୧୭ ପୂର୍ୱରୁ ନିର୍ମିତ ଆପାର୍ଟମେଣ୍ଟ ର କିଣାବିକା ଅନୁମତି ଦେଇଥିଲେ । ରାଜ୍ୟ ସରକାରଙ୍କ ଅନୁମତି ଉପରେ ରେକ ଲଗାଇଲେ ହାଇକୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking