ନୂଆଦିଲ୍ଲୀ : ମାଗଣା ବଣ୍ଟନ ଯୋଜନାକୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ । ମାଗଣା ବଣ୍ଟନ ଯୋଜନାର ଅପକାରିତାକୁ ନେଇ କଡା ଟିପ୍ପଣୀ ରହିଛି । ମାଗଣାରେ ଟଙ୍କା, ସାମଗ୍ରୀ ମିଳୁଥିବାରୁ କାମ କରୁ ନାହାନ୍ତି ଲୋକ । ମାଗଣା ମିଳୁଥିବାରୁ ଲୋକ କାମ କରିବାକୁ ପସନ୍ଦ କରୁନାହାନ୍ତି । ଦେଶର ବିକାଶରେ ବାଧକ ସାଜୁଛି ମାଗଣା ବଣ୍ଟନ ।