26.1 C
Bhubaneswar
Sunday, July 6, 2025
Homeଓଡିଶାରାଜଭବନ ଅଭିମୁଖେ ବିଜେପି ବିଧାୟକ

ରାଜଭବନ ଅଭିମୁଖେ ବିଜେପି ବିଧାୟକ

ଭୁବନେଶ୍ୱର: ରାଜଭବନ ଅଭିମୁଖେ ବାହାରିଲେ ବିଜେପି ବିଧାୟକ । ଗୃହ ମୁଲତବି ପରେ ରାଜଭବନ ଅଭିମୁଖେ ବିଜେପି ବିଧାୟକ । ରାଜ୍ୟପାଳଙ୍କୁ ଭେଟିବାକୁ ବାହାରିଲେ ବିଜେପି ବିଧାୟକ । ଆଦିବାସୀଙ୍କ ଜମି କିଣା ପ୍ରସଙ୍ଗରେ ଫେରାଦ ହେବାକୁ କହିଲେ । କ୍ୟାବିନେଟ୍ ନିଷ୍ପତ୍ତି ପ୍ରତ୍ୟାହାର ଦାବି କରି ପଦଯାତ୍ରାରେ ବାହାରିଲେ ବିଧାୟକ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking