37.1 C
Bhubaneswar
Sunday, April 28, 2024
Homeଓଡିଶାଧର୍ମଶାଳା ଥାନ କୁ ଘେରାଉ କଲା ଭାଜପା ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲା

ଧର୍ମଶାଳା ଥାନ କୁ ଘେରାଉ କଲା ଭାଜପା ସୁରକ୍ଷା ନେଇ ପ୍ରଶ୍ନ ଉଠାଇଲା

ଯାଜପୁର : ଜିଲ୍ଲାର ଧର୍ମଶାଳା ଥାନ ରେ ଜନ ଜୀବନ ପ୍ରତି ସୁରକ୍ଷା ଦେବାରେ ଅସମର୍ଥ ହୋଇ ପଡିଛି ପୋଲିସ l ସୂଚନା ଅଧିକାର କର୍ମୀ ତଥା ଭାଜପା ର ଜଣାଶୁଣା ନେତା ସର୍ବେଶ୍ୱର ବେହେରା ତାଙ୍କ ର ସହକର୍ମୀ ଙ୍କୁ ବୋମା ମାଡ଼ ଘଟଣା ର 7ଦିନ ବିତିଯାଇଥିଲେ ମଧ୍ୟ ବୋମା ମାଡ଼ ରେ ସମ୍ପୃକ୍ତ ଥିବା କଳା ପଥର ମାଫିଆ ମାନଂକୁ ପୋଲିସ ଧରିବା ରେବିଫଳ ହୋଇଛି l ଦୁର୍ବୁତ୍ତ ମାନେ ଧର୍ମଶାଳା ବିଧାୟକ ଙ୍କ ସମର୍ଥ ହୋଇ ଥିବା ରୁ ପୋଲିସ ଧରି ବାକୁ ଚାପ ର ବଶୀଭୂତ ହୋଇ ଗିରଫ କରୁ ନାହିଁ l ତୁରନ୍ତ ବୋମା ମାଡ଼ କରି ଥିବା ଦୁର୍ବୁତ୍ତ ମାନଂକୁ ଗିରଫ ଦାବୀ କରି ଭଜଫl ପକ୍ଷରୁ ଧର୍ମଶାଳା ଥାନ କୁ ଘେରାଉ କରା ଯାଇ ଥିଲା ଭାଜପା ର ଜିଲ୍ଲା ସଭାପତି ଗୌତମ ରାୟ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଥିଲା l ବୋମା ମାଡ଼ ଘଟଣା ରେ ଧର୍ମଶାଳା ବିଧାୟକ ପଥର ମାଫିଆ ମାନଂକୁ ଘଣ୍ଟ ଘୋଡାଉ ଛନ୍ତି l ଏହି ବୋମା ମାଡ଼ ଘଟଣା ରେ ବିଧାୟକ ଙ୍କ ହାତ ରହିଛି ବୋଲି ଭାଜପା ନେତା ମାନେ ଖୋଲାମ ଖୁଲ ସମାଲୋଚନା କରି ଥିଲେ ପୋଲିସ ଦୁର୍ବୁତ୍ତ ମାନଂକୁ ତୁରନ୍ତ ଗିରଫ ନ କଲେ ଭାଜପା ରାଜ୍ୟ ବ୍ୟାପି ଅନ୍ଧୋଲନ କରିବ l ଧର୍ମଶାଳା ଅଞ୍ଚଳ ର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବେନିୟମ ଭାବ ରେ କଳା ପଥର ଉତ୍ତୋଳନ ବିଭିନ୍ନ ସରକାରୀ ଯୋଜନା ର ଦୃନୀତି କୁ ସୂଚନା ଅଧିକାର କର୍ମୀ ଶ୍ରୀ ବେହେରା ଲୋକ ଲୋଚନ କୁ ଅନୁ ଥିଲେ ବିଧାୟକ ଓ ସମର୍ଥକ ମାନଙ୍କ ଗ୍ରାତ ଦାହl. ହେବାରୁ ଗତ 27ତାରିଖ ରେ ଶ୍ରୀ ବେହୁରା କୁ ଜୀବନ ରୁ ମାରି ଦେବା ପାଇଁ ଇମାମନଗର ଠାରେ ଦୁର୍ବୁତ୍ତ ମାନେ ବୋମା ମାଡ଼ କରିଫେରାର ହୋଇ ଥିଲେ ପୋଲିସ ତଦନ୍ତ ର ଶୀତଲତା ଏତଲା ରେ ବିଧାୟକ ଙ୍କ ନାମ ଥିବା ରୁ ଘଟଣା ଟି କୁ ଚପାଇ ଦେବା ପାଇଁ ଉଦ୍ୟମ ଚଳାଇ ଛି ବୋଲି ବିଜେପି ନେତା ମାନେ ବିଧାୟକ ଓ ପୋଲିସ କୁ ତ୍ରୀବ୍ର ସମାଲୋଚନା କରି ଥିଲେ l ଧର୍ମଶାଳା ବିଜେପି ବିଧାୟକ କ ପାର୍ଥି ତୁଷାର ପରିଡା, ଜିଲ୍ଲା ସମ୍ପାଦକ ସୁରଜ ଲାଲ ସାମଲ ଜିଲ୍ଲା ଉପସଭାପତି ମହେନ୍ଦ୍ର ପଣ୍ଡା, ପ୍ରମୁଖ ବହୁ ନେତୃବୃନ୍ଦ ଧର୍ମଶାଳା ଅଞ୍ଚଳ ର ସୁରକ୍ଷା ଉପରେ ପ୍ରଶ୍ନ କରି ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking