31.1 C
Bhubaneswar
Wednesday, July 22, 2026
Homeଓଡିଶାନୂଆପଡାରେ ବିଜେପି ପକ୍ଷରୁ ବିଶାଳ ବାଇକ ରାଲି

ନୂଆପଡାରେ ବିଜେପି ପକ୍ଷରୁ ବିଶାଳ ବାଇକ ରାଲି

ନୂଆପଡ଼ା: ନୂଆପଡ଼ା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ରେ ଆଜି ଏକ ବିଶାଳ ବାଇକ ରେଲି ଆୟୋଜିତ ହେଇଯାଇଛି । ଆଜି ନୂଆପଡ଼ା ବିଜେପି ଯୋଗେଶ୍ଵର ମଣ୍ଡଳ ଅନ୍ତର୍ଗତ ଖୁଟମନବେରା ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗେଶ୍ଵର ମଣ୍ଡଳ ଦାୟିତ୍ଵ ରେ ଥିବା ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ସ୍ଥାନୀୟ କାର୍ଯ୍ୟକର୍ତା ସହ ବୈଠକ କରି ବିଜେପି ପାର୍ଥି ଜୟ ଭାଇ ଢୋଲକିଆଙ୍କୁ ବିପୁଳ ମାତ୍ରାରେ କିପରି ଜିତେଇବେ ସେ ବିଷୟରେ ମାର୍ଗଦର୍ଶକ କରିଥିଲେ ତାଙ୍କ ସହ ପୂର୍ବତନ ବିଧାୟକ ଭୁଦାନ ମୁର୍ମୁ, ମଣ୍ଡଳ ସଭାପତି ସନ୍ତୋଷ ସାହୁ, ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି ଙ୍କ ସମେତ ୩୦୦ ରୁ ଉର୍ଦ୍ଧ ବିଜେପି କର୍ମୀ ଓ ସମର୍ଥକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking