27.1 C
Bhubaneswar
Saturday, July 27, 2024
Homeଓଡିଶା୨ ବିଧାୟକଙ୍କ ଟିକେଟ କାଟିଲା ବିଜେପି

୨ ବିଧାୟକଙ୍କ ଟିକେଟ କାଟିଲା ବିଜେପି

ଭୁବନେଶ୍ୱର: ବିଜେପି ପ୍ରଥମ ପର୍ୟ୍ୟାୟରେ ୧୧୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୧୭ ବିଧାୟକଙ୍କୁ ପୁଣି ବିଜେପି ଭରସା କରିଛି। ବିଜେପି ଟିକେଟରେ ଜିତିଥିବା ୨ ବିଧାୟକଙ୍କ ଟିକେଟ କାଟି ଦେଇଛି ଦଳ। ମାଲକାନଗିରି ଏବଂ ବ୍ରହ୍ମଗିରିରୁ ଟିକେଟ ପାଇ ବିଜୟୀ ହୋଇଥିବା ଦୁଇ ନେତାଙ୍କ ନାଁ ତାଲିକାରେ ନାହିଁ।
ପ୍ରଥମ ପର୍ୟ୍ୟାୟରେ ଟିକେଟ ପାଇଥିବା ୧୭ ବିଧାୟକଙ୍କ ମଧ୍ୟରେ ରହିଛନ୍ତି, ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ଶଙ୍କର ଓରାମ, ନାଉରୀ ନାୟକ, ଜୟନାରାୟଣ ମିଶ୍ର, ସୁବାସ ପାଣିଗ୍ରାହୀ, ମୋହନ ଚରଣ ମାଝୀ, ଗଣେଶ ରାମ ଖୁଣ୍ଟିଆ, ଭାସ୍କର ମଢେଇ, ସନାତନ ବିଜୁଳି, ପ୍ରକାଶ ସୋରେନ, ସୂର୍ୟ୍ୟବଂଶୀ ସୂରଜ, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ପ୍ରଦୀପ୍ତ କୁମାର ନାଏକ, ଜୟନ୍ତ କୁମାର ଷଢ଼ଙ୍ଗୀ, କେ ନାରାୟଣ ରାଓଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ବିଜେପି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking